କାସାଭା

କାସାଭା କାହାଳୀ ପୋକ

Jatrophobia brasiliensis

ପୋକ

5 mins to read

ସଂକ୍ଷେପରେ

  • ପତ୍ରରେ ଆବୁ ସୃଷ୍ଟି ହୋଇଥାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
କାସାଭା

କାସାଭା

ଲକ୍ଷଣ

ଲାର୍ଭାର ଖାଇବା ଜନିତ ପ୍ରକ୍ରିୟା ଦ୍ଵାରା ଗଛରେ ଆବୁ ସୃଷ୍ଟି ହୋଇଥାଏ। ଆବୁ ସାଧାରଣତଃ ଗଛର ଉପର ପଟେ ଦେଖାଯାଏ, ଯେଉଁଠି ମାଛି ଅଣ୍ଡା ଦେଇଥାଏ ଏବଂ ବେଳେବେଳେ କଢ ଓ କାଣ୍ଡରେ ଦେଇଥାଏ। ଆବୁ ହଳଦିଆ-ସବୁଜରୁ ଲାଲ ଏବଂ କୋନ ଆକାରର ହୋଇଥାଏ। ଆବୁକୁ ଖୋଲିଲେ, ଏକ ସିଲିଣ୍ଡର ଆକୃତିର ସୁଡଙ୍ଗ ପତ୍ର ତଳପଟେ ଦେଖାଯାଏ, ଏକ ଛୋଟ କଣା ଦେଖାଯାଏ ଯାହା ଦେଇ ବୟସ୍କ ପୋକ ବାହାରିଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ନିରୀକ୍ଷଣ କରିବା ପାଇଁ କିମ୍ବା ସଂଗମରେ ବ୍ୟାଘାତ ସୃଷ୍ଟି କରିବା ପାଇଁ ରଙ୍ଗୀନ ଜନ୍ତା ବ୍ୟବହାର କରନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଉପଲବ୍ଧ ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ସର୍ବଦା ଗ୍ରହଣ କରନ୍ତୁ।

ଏହାର କାରଣ କଣ

ଜାଟ୍ରୋଫୋବିୟା ବ୍ରାସିଲିୟେନସିସ ଦ୍ଵାରା ଏହି କ୍ଷତି ହୋଇଥାଏ। ମାଛି ଛୋଟ ଉଡନ୍ତା ପୋକ ହୋଇଥାଏ ଯାହାକି ପତ୍ର ପୃଷ୍ଠରେ ଅଣ୍ଡା ଦେଇଥାଏ। ଅଣ୍ଡା ଫୁଟିବା ପରେ, ବାହାରୁଥିବା ଲାର୍ଭା ଅସାଧାରଣ କୋଷ ବୃଦ୍ଧି ଘଟାଇ ଥାଏ, ଯାହାକି ପତ୍ରର ଉପର ପଟେ ସୃଷ୍ଟି ହୋଇଥାଏ।


ସୁରକ୍ଷାତ୍ମକ ଉପାୟ

  • ଯେଉଁଠି ସମ୍ଭବ, ଶୁଖିଲା ଅଞ୍ଚଳରେ ଲଗାନ୍ତୁ। ଖୋଲା ଜାଗାରେ ଜମି ନିଅନ୍ତୁ ଏବଂ ଯଥେଷ୍ଟ ବାୟୁ ଚଳାଚଳ ପାଇଁ ଗଛରୁ ଗଛ ମଧ୍ୟରେ ଅଧିକ ବ୍ୟବଧାନ ଦିଅନ୍ତୁ। ଗଛ ତଳେ ଓ ଚାରିପଟେ ବାଳୁଙ୍ଗା ନିୟନ୍ତ୍ରଣ କରନ୍ତୁ। ତଳେ ପଡିଥିବା ସମସ୍ତ ପତ୍ର ଜମିରୁ କାଢି ଜାଳି କିମ୍ବା ପୋତି ଦିଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ