ବିରି ଓ ମୁଗ

Vigna mungo

ଜଳସେଚନ
ମଧ୍ୟମ

ଚାଷ
ବିହନ ବୁଣିବା

ଅମଳ କରିବା
80 - 100 ଦିନ

ପରିଶ୍ରମ
ମଧ୍ୟମ

ସୂର୍ଯ୍ୟାଲୋକ
ସୂର୍ଯ୍ୟାଲୋକ

pH ମୂଲ୍ୟ
4.5 - 7

ତାପମାନ
24°C - 30°C

ଉର୍ବରୀକରଣ
ମଧ୍ୟମ

ବିରି ଓ ମୁଗ

ଉପକ୍ରମ

ବିରି ଏକ ସଳଖ ବାର୍ଷିକୀ ଫସଲ ଯାହାର ରୁମ ରୁମିଆ ପତ୍ର ଥାଏ ଏବଂ 4-6 ଲମ୍ବା ମଞ୍ଜି ରହୁଥିବା ପତଳା ଛୁଇଁ ଥାଏ। କାଣ୍ଡ ଶାଖାୟିତ ଏବଂ ଗଛ ବୁଦା ପରି ଦେଖାଯାଏ। ଏହି ଗଛରେ ଭଲ ଭାବେ ବିକଶିତ ହୋଇଥିବା ଏକ ପ୍ରଧାନ ମୂଳ ଥାଏ। ଭାରତ ପ୍ରାୟ 15 ଲକ୍ଷ ଟନ୍ ବିରି ଉତ୍ପାଦନ କରେ। ଅନ୍ୟ ବଡ ଉତ୍ପାଦକ ଦେଶ ଗୁଡିକ ହେଲା ବର୍ମା (ମିଆଁମାର) ଏବଂ ଥାଇଲାଣ୍ଡ।

ଯତ୍ନ

ଯତ୍ନ

ପାକଳ ହୋଇଥିବା ଛୁଇଁ 80 ରୁ 100 ଦିନ ମଧ୍ୟରେ ଅମଳକ୍ଷମ ହୋଇଥାଏ। ଏହି ଫସଲ ମଧ୍ୟବର୍ତ୍ତୀ ଜଳ ଆବଶ୍ୟକତା ଅଛି ଏବଂ 7-10 ଦିନ ଅନ୍ତରରେ ଜଳସେଚନ କରିବା ପାଇଁ ସୁପାରିଶ କରାଯାଇଥାଏ। ଜଳାଭାବ ର ସଙ୍କେତ ପାଇଁ ନିୟମିତ ଭାବେ ଫସଲ ନିରୀକ୍ଷଣ କରିବା ଆବଶ୍ୟକ।

ମାଟି

ଉର୍ବର କଳା ଭର୍ଟିସଲ କିମ୍ବା ଦୋରସା ମାଟି ଯେଉଁଥିରେ ଭଲ ଭାବେ ଜଳ ନିଷ୍କାସିତ ହେଉଥିବ ଏବଂ ଯାହାର pH ମାତ୍ରା 6-7 ଥିବ ତାହା ବିରି ପାଇଁ ସବୁଠାରୁ ଭଲ ମାଟି ଅଟେ। କିନ୍ତୁ, ଯଦି ଲାଇମ କିମ୍ବା ଜିପସମ ମିଶାଇ ଜମିରେ ସୁଧାର କରାଯାଏ ତାହେଲେ, pH ମାତ୍ରା 4.5 ପର୍ଯ୍ୟନ୍ତ କମ ଥିବା ଅମ୍ଳ ମାଟିକୁ ମଧ୍ୟ ଭିଗ୍ନା ମୁଙ୍ଗୋ ସାହି ପାରେ। ଏହି ଫସଲ ଲୁଣି ଓ ଖାରି ମାଟି ପ୍ରତି ସମ୍ବେଦନଶୀଳ ଅଟେ। ଏହା ମରୁଡି ପ୍ରତି ସହନଶୀଳ ଏବଂ ଅର୍ଦ୍ଧଶୁଷ୍କ ଅଞ୍ଚଳରେ ସବୁଠାରୁ ଭଲ ବଢିଥାଏ।

ଜଳବାୟୁ

ଭିଗ୍ନା ମୁଙ୍ଗୋ ଏସିଆ, ମାଡଗାସ୍କର ଏବଂ ଆଫ୍ରିକାର ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳରେ ଦେଖିବାକୁ ମିଳେ। ଏହି ଗଛ ମୁଖ୍ଯତଃ ଢାଲୁ ଅଞ୍ଚଳରେ ବିସ୍ତାରିତ ହୋଇଟାହେ କିନ୍ତୁ ସମୁଦ୍ର ପତ୍ତନ ରୁ 1800 ମିଟର ଉଚ୍ଚ ଅଞ୍ଚଳ ପର୍ଯ୍ୟନ୍ତ ଏହା ଦେଖିବାକୁ ମିଳିଥାଏ। ଏହା 25°C ରୁ 35°C ତାପମାତ୍ରା ଥିବା ଶୁଷ୍କ ଅଞ୍ଚଳରେ ସବୁଠାରୁ ଭଲ ବହବେ ଚାଷ କରାଯାଏ।

ସମ୍ଭାବ୍ୟ ରୋଗ

ବିରି ଓ ମୁଗ

ପ୍ଳାଣ୍ଟିକ୍ସ ରେ ଏହାକୁ କିପରି ବଢ଼ାଇବେ ଜାଣନ୍ତୁ!

ବିରି ଓ ମୁଗ

Vigna mungo

ବିରି ଓ ମୁଗ

ପ୍ଲାଣ୍ଟିକ୍ସ ଆପ୍ ସାହାଯ୍ୟରେ ସୁସ୍ଥ ଫସଲ ଚାଷ କରନ୍ତୁ ଏବଂ ବହୁତ ଉତ୍ପାଦନ କରନ୍ତୁ!

ଉପକ୍ରମ

ବିରି ଏକ ସଳଖ ବାର୍ଷିକୀ ଫସଲ ଯାହାର ରୁମ ରୁମିଆ ପତ୍ର ଥାଏ ଏବଂ 4-6 ଲମ୍ବା ମଞ୍ଜି ରହୁଥିବା ପତଳା ଛୁଇଁ ଥାଏ। କାଣ୍ଡ ଶାଖାୟିତ ଏବଂ ଗଛ ବୁଦା ପରି ଦେଖାଯାଏ। ଏହି ଗଛରେ ଭଲ ଭାବେ ବିକଶିତ ହୋଇଥିବା ଏକ ପ୍ରଧାନ ମୂଳ ଥାଏ। ଭାରତ ପ୍ରାୟ 15 ଲକ୍ଷ ଟନ୍ ବିରି ଉତ୍ପାଦନ କରେ। ଅନ୍ୟ ବଡ ଉତ୍ପାଦକ ଦେଶ ଗୁଡିକ ହେଲା ବର୍ମା (ମିଆଁମାର) ଏବଂ ଥାଇଲାଣ୍ଡ।

ମହତ୍ୱପୂର୍ଣ୍ଣ ତଥ୍ୟ