ଭେଣ୍ଡି

Abelmoschus esculentus

ଜଳସେଚନ
ମଧ୍ୟମ

ଚାଷ
ବିହନ ବୁଣିବା

ଅମଳ କରିବା
80 - 100 ଦିନ

ପରିଶ୍ରମ
କମ

ସୂର୍ଯ୍ୟାଲୋକ
ସୂର୍ଯ୍ୟାଲୋକ

pH ମୂଲ୍ୟ
5.8 - 6.8

ତାପମାନ
16°C - 40°C

ଉର୍ବରୀକରଣ
ମଧ୍ୟମ

ଭେଣ୍ଡି

ଉପକ୍ରମ

ଭେଣ୍ଡି (Abelmoschus esculentus - ଆବେଲମଶ୍ଚସ ଏସ୍କୁଲେଣ୍ଟସ୍) ଯାହାକି ଲେଡିସ ଫିଙ୍ଗର (ମହିଳା ଆଙ୍ଗୁଠି) ଭାବରେ ଜଣାଶୁଣା, ସାରା ପୃଥିବୀର ବିଷୁବ ମଣ୍ଡଳୀୟ ଜଳବାଯୁ ଏବଂ ଉଷ୍ଣ ନାତିଶୀତୋଷ୍ଣ ଅଞ୍ଚଳରେ ଚାଷ କରାଯାଏ। ଭେଣ୍ଡି ଫଳ ପାଇଁ ମୁଲ୍ଯବନ ଅଟେ ଯାହା କଅଁଳ ଅବସ୍ଥାରେ ଖାଇବା ଯୋଗ୍ୟ ଅଟେ। ଶୁଖିଲା ଫଳର ଚୋପା ଏବଂ ତନ୍ତୁ କାଗଜ, କାର୍ଡ ବୋର୍ଡ ଏବଂ ତନ୍ତୁ ଜାତୀୟ ପଦାର୍ଥ ପ୍ରସ୍ତୁତି ପାଇଁ ବ୍ୟବହାର କର ଯାଇଥାଏ। ଗଛର ମୂଳ ଓ କାଣ୍ଡ ଗୁଡ ପ୍ରସ୍ତୁତି ପାଇଁ ଆବଶ୍ୟକ ଆଖୁ ରସକୁ ସଫା କରିବାରେ ବ୍ୟବହୃତ ହୋଇଥାଏ।

ଉପଦେଷ୍ଟା

ଯତ୍ନ

ଯତ୍ନ

ଜମି କୁ ଭଲ ଭାବେ ଚାଷ କରି ଜମିରେ ଖତ କୁ ଭଲଭାବେ ମିଶାଇବା ଆବଶ୍ୟକ। ଭେଣ୍ଡି ପାଇଁ ମଧ୍ୟମ ପରିମାଣର ଜଳ ଆବଶ୍ୟକ ହୋଇଥାଏ ଯାହା ନିୟମିତ ବ୍ଯବଧାନରେ ଯଦି ସମ୍ଭବ ଡ୍ରିପ ଜଳସେଚନ ଦ୍ଵାରା ଦେବା ଆବଶ୍ୟକ। ବାଳୁଙ୍ଗା ନିୟନ୍ତ୍ରଣ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଭେଣ୍ଡି ଅମଳ ଅବଧି ବହୁତ ଦିନ ଚାଲିଥାଏ ଏବଂ ବାଳୁଙ୍ଗା ବୃଦ୍ଧି ଏହା ଉପରେ ପ୍ରଭାବ ପକାଇ ପାରେ। ଫସଲ ଚକ୍ରର ପାଳନ ରୋଗପୋକ ସଂକ୍ରମଣ କୁ କମ କରିବାରେ ସାହାଯ୍ୟ କରିପାରେ।

ମାଟି

ବ୍ୟାପକ ରେଞ୍ଜ ର ମାଟିରେ ଭେଣ୍ଡି ଚାଷ କରାଯାଇପାରେ। ଢିଲା, ଚୂର୍ଣ୍ଣନୀୟ, ଉତ୍ତମ ଭାବେ ନିଷ୍କାସିତ ହେଉଥିବା ବାଲିଆ ଦୋରସା ମାଟି ଯାହା ଜୈବିକ ପଦାର୍ଥରେ ଭରପୁର ଥାଏ ସେଥିରେ, ଭେଣ୍ଡି ସବୁଠାରୁ ଭଲ ଭାବେ ବଢି ଥାଏ। ଉତ୍ତମ ଭାବେ ଜଳ ନିଷ୍କାସିତ ହେଉଥିବା ମଟାଳ ମାଟିରେ ମଧ୍ୟ ଭେଣ୍ଡି ଉତ୍ପାଦନ ଭଲ ହୋଇପାରେ। ଏହି ଫସଲ ପାଇଁ ଉପଯୁକ୍ତ ପି.ଏଚ (pH) ରେଞ୍ଜ ହେଉଛି 6.0-6.8। ଖାରି ଏବଂ ଲୁଣି ମାଟି ଏବଂ ଖରାପ ଜଳ ନିଷ୍କାସିତ ହେଉଥିବା ମାଟି ଏହି ଫସଲ ପାଇଁ ଭଲ ନୁହେଁ।

ଜଳବାୟୁ

ବିଶ୍ବରେ ଭେଣ୍ଡି ଏକ ଗରମ ଓ ମରୁଡି ପ୍ରତି ସର୍ବାଧିକ ସହନଶୀଳ ପରିବା ଫସଲ ମଧ୍ୟରେ ଅନ୍ଯତମ। ଥରେ ଭଲଭାବେ ଲାଗିଗଲା ପରେ ଏହା ଭୀଷଣ ମରୁଡି ପରିସ୍ଥିତିରେ ମଧ୍ୟ ବଞ୍ଚିପାରେ। କିନ୍ତୁ, ଭେଣ୍ଡି ଉଷ୍ଣ ଓ ଆର୍ଦ୍ର ଜଳବାୟୁ ଏବଂ 24-27°C ର ନାତିଶୀତୋଷ୍ଣ ତାପମାନ ରେଞ୍ଜ ରେ ସବୁଠୁ ଭଲ ଭାବେ ବଢି ଥାଏ।

ସମ୍ଭାବ୍ୟ ରୋଗ

ଭେଣ୍ଡି

ପ୍ଳାଣ୍ଟିକ୍ସ ରେ ଏହାକୁ କିପରି ବଢ଼ାଇବେ ଜାଣନ୍ତୁ!

ଭେଣ୍ଡି

Abelmoschus esculentus

ଭେଣ୍ଡି

ପ୍ଲାଣ୍ଟିକ୍ସ ଆପ୍ ସାହାଯ୍ୟରେ ସୁସ୍ଥ ଫସଲ ଚାଷ କରନ୍ତୁ ଏବଂ ବହୁତ ଉତ୍ପାଦନ କରନ୍ତୁ!

ଉପକ୍ରମ

ଭେଣ୍ଡି (Abelmoschus esculentus - ଆବେଲମଶ୍ଚସ ଏସ୍କୁଲେଣ୍ଟସ୍) ଯାହାକି ଲେଡିସ ଫିଙ୍ଗର (ମହିଳା ଆଙ୍ଗୁଠି) ଭାବରେ ଜଣାଶୁଣା, ସାରା ପୃଥିବୀର ବିଷୁବ ମଣ୍ଡଳୀୟ ଜଳବାଯୁ ଏବଂ ଉଷ୍ଣ ନାତିଶୀତୋଷ୍ଣ ଅଞ୍ଚଳରେ ଚାଷ କରାଯାଏ। ଭେଣ୍ଡି ଫଳ ପାଇଁ ମୁଲ୍ଯବନ ଅଟେ ଯାହା କଅଁଳ ଅବସ୍ଥାରେ ଖାଇବା ଯୋଗ୍ୟ ଅଟେ। ଶୁଖିଲା ଫଳର ଚୋପା ଏବଂ ତନ୍ତୁ କାଗଜ, କାର୍ଡ ବୋର୍ଡ ଏବଂ ତନ୍ତୁ ଜାତୀୟ ପଦାର୍ଥ ପ୍ରସ୍ତୁତି ପାଇଁ ବ୍ୟବହାର କର ଯାଇଥାଏ। ଗଛର ମୂଳ ଓ କାଣ୍ଡ ଗୁଡ ପ୍ରସ୍ତୁତି ପାଇଁ ଆବଶ୍ୟକ ଆଖୁ ରସକୁ ସଫା କରିବାରେ ବ୍ୟବହୃତ ହୋଇଥାଏ।

ମହତ୍ୱପୂର୍ଣ୍ଣ ତଥ୍ୟ